କରୋନା ଭାଇରସ୍‌ ସଂକ୍ରମିତ ହେଲେ ବଲିଉଡ୍‌ ଅଭିନେତା କିରନ କୁମାର

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍‌ ଅଭି‌ନେତା କିରନ କୁମାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ନିଜକୁ ୧୦ ଦିନ ଧରି ସେଲ୍‌ଫ କ୍ଵାରେଣ୍ଟାଇନରେ ରଖିଥିଲେ। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଅଭିନେତା ଜଣକ ନିଜେ କରୋନା ଭାଇରସ୍‌ ଆକ୍ରାନ୍ତ ବୋଲି ଖୁଲାସା କରିଛନ୍ତି। ସେ ତାଙ୍କର ଭିନ୍ନ ଏକ ଅସୁସ୍ଥତା କାରଣରୁ ହସ୍ପିଟାଲ୍‌ ଯାଇଥିଲେ ଓ ସେଠାରେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ … Continue reading କରୋନା ଭାଇରସ୍‌ ସଂକ୍ରମିତ ହେଲେ ବଲିଉଡ୍‌ ଅଭିନେତା କିରନ କୁମାର